Install App
naikdhaga
This browser does not support the video element.
ଧର୍ମଗଡ: ବ୍ରାହ୍ମଣ ଛେଣ୍ଡିଆ ହାଇସ୍କୁଲ ରେ ଗଙ୍ଗାଧର ମେହେର ଜୟନ୍ତୀ ଓ ପ୍ରାଚୀର ପତ୍ରିକା 'ଶ୍ରାବଣୀ'ର ସ୍ଵନକ୍ଷତ୍ର ଦିବସ ପାଳିତ
Dharamgarh, Kalahandi | Aug 25, 2025
ଧର୍ମଗଡ଼ ବ୍ଲକ ବ୍ରାହ୍ମଣଛେଣ୍ଡିଆ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ସୋମବାର ସକାଳ ୧୧ ଟା ରେ ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ ସହ ପ୍ରାଚୀର ପତ୍ରିକା 'ଶ୍ରାବଣୀ'ର ୨୬ତମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିନେଶ କୁମାର ନାଏକଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବରେ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷାଅଧିକାରିଣୀ ପଙ୍କଜିନୀ ମାଝୀ ଯୋଗ ଦେଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!