Download Now Banner

This browser does not support the video element.

ଢେଙ୍କାନାଳ ସଦର: ସ୍ଥାନୀୟ ଗୋପପନ୍ଧୁ ଟାଉନ ହଲଠାରେ ଅନ୍ତର୍ଜାତିକ ସମବାୟ ବର୍ଷ ପାଳନ ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା

Dhenkanal Sadar, Dhenkanal | Sep 6, 2025
ଆଜି ଢେଙ୍କାନାଳ ଜ଼ିଲ୍ଲାସ୍ଥିତ ଗୋପବନ୍ଧୁ ଟାଉନ ହଲରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଏନ ଏଲ ପି ଏସ ମାଧ୍ୟମରେ କମ୍ପୁଟରୀକରଣ ଓ ସମବାୟ ହିସାବ ସମୀକ୍ଷା ଗୁରୁତ୍ୱ ସମ୍ବନ୍ଧରେ ଜ଼ିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଏହାକୁ ସଭାପତିତ୍ୱ କରିଥିଲେ ଉପନିବନ୍ଧକ ସମବାୟ ସମିତି ସମୂହ ଢେଙ୍କାନାଳ ଶ୍ରୀ ଉମାଶଙ୍କର ଦାସ, ତତ ସହିତ ଅନୁଗୁଳ ଢେଙ୍କାନାଳ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଜ଼ିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ପ୍ରଭାସ କୁମାର ବେହେରା, ଜ଼ିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us