Download Now Banner

This browser does not support the video element.

ଡାବୁଗାଁ: ଗଣତନ୍ତ୍ର ଓ ହିନ୍ଦୁ ଧର୍ମ ବିରୁଦ୍ଧରେ ଆକ୍ଷେପ କରିଥିବା ବ୍ୟକ୍ତି ବିରୋଧରେ କୋଡିଙ୍ଗା ଥାନାରେ ଏତଲା

Dabugan, Nabarangpur | Aug 23, 2025
ଜଣେ ବ୍ୟକ୍ତି ଅନବରତ ଫେସବୁକ ରେ ହିନ୍ଦୁ ଧର୍ମ ଓ ଗଣତନ୍ତ୍ରକୁ ଆକ୍ଷେପ କରି ଫୋଟ କରୁଛି। ଏହି ପରିପ୍ରେକ୍ଷୀରେ ହିନ୍ଦୁ ମହାସଂଘ, ବଜରଙ୍ଗଦଳ, ହିନ୍ଦୁ ସୁରକ୍ଷା ବାହିନୀ ତରଫରୁ ଏକ ଏତଲା କୋଡିଙ୍ଗା ଥାନାରେ ପ୍ରଦାନ କରା ଯାଉଛି। ଗୋପବନ୍ଧୁ ରନ୍ଧାରୀ ନାମକ ବ୍ୟକ୍ତି ଗଣତନ୍ତ୍ର ଓ ହିନ୍ଦୁ ଧର୍ମ କୁ ଆକ୍ଷେପ କରି ଛାଡୁଛି ବୋଲି ସାମାଜିକ ଗଣମାଧ୍ୟମ ରେ ଜଣା ପଡ଼ିବା ପରେ ହିନ୍ଦୁ ମହାସଂଘ ପ୍ରଥମେ ପ୍ରତିକ୍ରିୟା ରଖିଥିଲା।
Read More News
T & CPrivacy PolicyContact Us