Download Now Banner

This browser does not support the video element.

ଖୋର୍ଦ୍ଧା: ପିଏନ କଲେଜ ନିକଟରୁ ଗୋରୁ ବୋଝେଇ ମିନି ଟ୍ରକ ଜବତ କରି ପୋଲିସକୁ ଜିମା ଦେଲେ ବଜରଙ୍ଗ ଦଳ

Khordha, Khordha | Sep 3, 2025
୧୬ ନଂ ଜାତୀୟ ରାଜପଥଶିଳ୍ପାଞ୍ଚଳ ଥାନା ଅଞ୍ଚଳର ପି ଏନ୍ କଲେଜ ନିକଟରେ ଏକ ଗୋ ବୋଝେଇ ଅଶୋକ ଲିଲେଣ୍ଡ ମିନି ଟ୍ରକକୁ ଜବତ କରି ଥାନା ର ଜିମା ଦେଇଛନ୍ତି ବଜରଙ୍ଗ ଦଳ କର୍ମୀ ।ଏହି ଭ୍ୟାନ ରେ ୩୦ରୁ ଉର୍ଦ୍ଧ ଗୋରୁ ଅମାନୁଷିକ ଭାବେ ବାନ୍ଧି ଲୋଡ କରିଥିବାବେଳେ ଗାଡ଼ି ଖାଲି କଲାବେଳକୁ ସେଥିରୁ ୮ଗୋରୁ ମୃତ୍ୟୁବରଣ କରିଥିବା ଦେଖାଦେଇଛି ।
Read More News
T & CPrivacy PolicyContact Us