Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ୧୫ ତାରିଖ ସୁଦ୍ଧା ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଆରମ୍ଭ ପାଇଁ ଚେଷ୍ଟା, ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

Puri M, Puri | Aug 26, 2025
ମନ୍ଦିରର ଯେଉଁସବୁ ନିତିକାନ୍ତିଠୁ ନେଇ ମନ୍ଦିର ଦର୍ଶନ ପର୍ଯ୍ୟନ୍ତ ପ୍ରକ୍ରିୟା ଗୁଡ଼ିକୁ ସୁପରିଚାଳନା ନେଇ ଏହା ସହାୟକ ହେବ। ବିଶେଷକରି ରତ୍ନଭଣ୍ଡାରର ଆଗକୁ ଯେଉଁ କାମ ଅଛି ଯେପରିକି ଅଳଙ୍କାର ସ୍ଥାନାନ୍ତରଣ,ଗଣତି ମନତି,ଧାଡ଼ି ଦର୍ଶନ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଏହି ସବୁ କାମ ପାଇଁ ପରିଚଲନା କମିଟି ହେବା ପରେ ଏସବୁକୁ ତ୍ୱରାନିତ ଗତିରେ କାମ କରିବା ପାଇଁ ସୁବିଧା ହେବ।
Read More News
T & CPrivacy PolicyContact Us