Download Now Banner

This browser does not support the video element.

ସୁକିନ୍ଦା: ଦଶରଥପୁର ବ୍ଲକ ଅଧିନସ୍ତ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ସାଂସଦ ରବିନାରାୟଣ ବେହେରା

Sukinda, Jajpur | Aug 28, 2025
ଦଶରଥପୁର ବ୍ଲକ ଅଧିନସ୍ତ ବୈତରଣୀର ଶାଖା କାଣି ନଦୀରେ ଘାଇ ସୃଷ୍ଟି ହୋଇ ଅନେକ କ୍ଷତି ହୋଇଛି,ମୁଖ୍ୟତଃ କସପା, ଅହିୟାସ, ମଲ୍ଲିକାପୁର ଆଦି ଅଞ୍ଚଳ ପ୍ରବଳ କ୍ଷତି ଗ୍ରସ୍ତ ହୋଇଛି,ଲୋକ ମାନଙ୍କର ଦୁର୍ଦଶା କହିଲେ ନସରେ। ପାଣି ଛାଡ଼ିଛି ସତ କିନ୍ତୁ ଉଜୁଡି ଯାଇଛି ଲୋକଙ୍କ ଚାଷବାସ, ତା ସହିତ ହରାଇଛନ୍ତି ଗୃହ ପାଳିତ ପଶୁ। ଏହି ଦୁଃଖ ଦୁର୍ଦଶାରେ ରହିଥିବା ଲୋକମାନଙ୍କ ସ୍ଥିତି ଅନୁଧ୍ୟାନ ପାଇଁ ସାଂସଦ ରବିନାରାୟଣ ବେହେରା ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।
Read More News
T & CPrivacy PolicyContact Us