Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: କେଶରୀଗୁଡାରେ ଗଣେଶ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ନବରଙ୍ଗପୁର ବିଧାୟକ

Nabarangapur PS, Nabarangpur | Sep 2, 2025
ଆଜି ସନ୍ଧ୍ୟାରେ ନବରଙ୍ଗପୁର କେଶରୀ ଗୁଡାର ଗଣେଶ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରି ଶଙ୍କରମାଝୀ ଯୋଗଦେଇଥିଲେ | ଏହି ଅବସରରେ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା | ବିଧାୟକ ଭଷାଣି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | ବାଦ୍ୟ ନୃତ୍ୟର ତାଳେ ତାଳେ ବିସର୍ଜନ ଅନୁଷ୍ଠିତ ହୋଇଥିଲା |
Read More News
T & CPrivacy PolicyContact Us