Download Now Banner

This browser does not support the video element.

ଅତାବିରା: ଭେଡେନ ବ୍ଲକ ଅଂଚଳରେ ନୂଆଁଖାଇ ପର୍ବ ପାଳିତ

Attabira, Bargarh (Baragarh) | Aug 28, 2025
ଆଜି ଗୁରୁବାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ |ଭେଡେନ ବ୍ଲକ ଅଂଚଲରେ ଧୁମଧାମରେ ନୂଆଁଖାଇ ପର୍ବ ପାଳନ କରାଯାଇଛି |ଇଷ୍ଟଦେବୀକୁ ପୂଜାର୍ଚ୍ଚନା କଲାପରେ ସମସ୍ତେ ଏକାଠି ବସି ନୂଆଁ ଖାଇଥିଲେ |
Read More News
T & CPrivacy PolicyContact Us