This browser does not support the video element.
ବସ୍ତା: ଥାନାରେ ଲିଖିତ ଅଭିଯୋଗ ପରେ ବି ନ୍ୟାୟ ନମିଳିବାରୁ ମହିଳାଙ୍କ ବାଲିଆପାଳ ଡାକବଙ୍ଗଳାରେ ସାମ୍ବାଦିକ ସମ୍ମିଳନୀ
Basta, Balasore | Sep 13, 2025
ଥାନାରେ ଲିଖିତ ଅଭିଯୋଗ ପରେ ବି ନ୍ୟାୟ ନମିଳିବାରୁ ମହିଳାଙ୍କ ସାମ୍ବାଦିକ ସମ୍ମିଳନୀ। ପୋଲିସ୍ ଠାରୁ ମିଳୁନି ନ୍ୟାୟ। ଆଜି ବାଲିଆପାଳ ଡାକବଙ୍ଗାଳା ରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନ୍ୟାୟଭିକ୍ଷା କରିଛନ୍ତି ମହିଳା ଜଣକ। ତେବେ ସୂଚନାରୁ ପ୍ରକାଶ ବାଲିଆପାଳ ଥାନା ଦେଉଳା ପଞ୍ଚାୟତର ବିରିପାଲିଆ ଗ୍ରାମର ସୁକାନ୍ତି ଦାସ୍।ଗତ ଅଗଷ୍ଟ ୩୧ ତାରିଖରେ ନିଜ ଘରବାଡ଼ି ରୁ ସେହି ଗ୍ରାମର କିଛି ଗ୍ରାମବାସୀ ବାଢକାଟୀ ମୁଲ୍ୟବାନ ଗଛ କାଟିନେଉଥିବା ବେଳେ ସୁକାନ୍ତି ଜାଣିଲାପରେ ଗଛକଟାକୁ ବିରୋଧ କରିଥିଲା ବେଳେ,କିଛି ଯୁବକ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ