This browser does not support the video element.
ଭଟଲି: କେକେଣ୍ଡାପାଲି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟଶିବିର
Bhatli, Bargarh (Baragarh) | Sep 25, 2025
କେକେଣ୍ଡାପାଲି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟଶିବିର ଭଟଲି ବ୍ଲକ ରେ ସୁସ୍ଥନାରୀ ସଶକ୍ତ ପରିବାର ଅଭିଯାନ ଚାଲିଥିବା ବେଳେ ଭଟଲି ବ୍ଳକ କେଲେଣ୍ଡାପାଲି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପକ୍ଷରୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଆଜି ଅପରାହ୍ନ ୩ଟାପର୍ଯ୍ୟନ୍ତ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇ ଥିଲା ଏଏନଏମ ପଦ୍ମିନୀ କରଣ ଙ୍କ ଅଧ୍ୟକ୍ଷତାରେଏକସଭା ଅନୁଷ୍ଠିତ ହୋଇଥିବାବେଳେ କେଲେଣ୍ଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶୁଭସ୍ମିତା ଦାଶ ଏହାର ଉଦ୍ଦେଶ୍ୟ ଜ୍ଞାପନ ପ୍ରଦାନ କରିଥିଲେ।ଏଏନଏମ ଜ୍ୟୋସ୍ନାମୟୀ ସାହା ଅତିଥି ପରିଚୟ ପ୍ରଦାନ କରିଥିଲେ।