This browser does not support the video element.
ବୀରମହାରାଜପୁର: ଅମରପାଲି ଗ୍ରାମର ଜଣେ ଯୁବକଙ୍କ ଘରୋଇ କଲହରୁ ବିଶପିଇ ଆତ୍ମହତ୍ୟା ,ଥାନାରେ ମାମଲା ରୁଜୁ
Biramaharajpur, Subarnapur (Sonepur) | Aug 23, 2025
ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମର ପାଲି ଗ୍ରାମର ପ୍ରଶାନ୍ତ ମାଝୀ ନାମକ।ଜଣେ।ଯୁବକ ଘରୋଇ କଲହରୁ ବିଶପିଇ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହେଉଛି l ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ରେ ପ୍ରଶାନ୍ତ ଘରୋଇ କଲି କୁ ନେଇ ବିଷପିଇ ଦେଇଥିଲେ l ପରିବାର ଲୋକେ ଘଟଣା ଜାଣିଲା ପରେ ପ୍ରଥମେ ତାଙ୍କୁ ବୀରମହାରାଜପୁର ଉପଖଣ୍ଡ ଏବଂ ପରେ ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ଙ୍କୁ ସ୍ଥାନାନ୍ତର କରାଯାଇଥିଲା l ମାତ୍ର ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା l ଆଜି ପୋଲିସ ଡାକ୍ତର ଖନନରେ ପହଞ୍ଚି ଶବବ୍ୟବଛେଦ ପରେ ଅପରାହ୍ନ 4ଟା ସମୟରେ ପରିବାର ଲୋକ ଙ୍କୁ ହସ