Download Now Banner

This browser does not support the video element.

ସୋନପୁର: ହର ଙ୍କ ଆଗମନ ପରେ ଢେରାପଡା ହରଗୋୖରୀ ମଣ୍ଡପରେ ଦର୍ଶନ ଦେଲେ ଯୁଗଳମୂର୍ତ୍ତୀ

Sonapur, Subarnapur (Sonepur) | Oct 8, 2025
ହରଗୋୖରୀ ଯାତ୍ରା ର ଦ୍ଵିତୀୟ ଦିନରେ ଆଜି ସହରର ବିଶିଷ୍ଟ ମୂର୍ତ୍ତିକାର ୰ ଗୋଲେଖନାଥ ସାହୁ ଙ୍କ ବାସଭବନ ରୁ ଆଜି ହର ଙ୍କୁ ଆବାହନ କରି ଅଣାଯାଇଛି। ବିଧି ଅନୁଯାୟୀ ଆଜି ହରଙ୍କୁ ଆଣିବାବେଳେ ଜଣେ ମହିଳା ଭୂବନେଶ୍ବର ର ଏନ୍ ମଞ୍ଜୁ ମୁଣ୍ଡରେ ବୋହି ଏକ ବିରାଟ ପଟୁଆରରେ ଆଣିଥିଲେ। ଘଣ୍ଟ ଘଣ୍ଟି ବାଜା ରେ।ଷଣି ସହ ହର ଙ୍କୁ ଆଣିବା ବେଳେ ପରମ୍ପରା କ୍ରମେ ବାଟରେ କାଳୀ ହରଙ୍କ ସାମ୍ନା ରେ ନୣତ୍ୟ କରିଥିଲେ ଯାହାକିଶ୍ରଦ୍ଧାଳୁ ଙ୍କ ମନରେ ଅତ୍ୟନ୍ତ ଆକର୍ଷଣୀୟ ଭକ୍ତି ଭାବ ସୣଷ୍ଟି କରିଥିଲା। ହର ଙ୍କ ଆଗମନ ରେ ରାସ୍ତା ସାରା ବିଭିନ୍ନ ଦ୍ଵାର ସାମ୍ନାରେ ଜଳପୂର୍ଣ କଳସ ସ୍ଥାପନ କରି
Read More News
T & CPrivacy PolicyContact Us