Install App
sushantpattnayak1983
This browser does not support the video element.
ଛତ୍ରପୁର: ଗୋପାଳପୁର ଥାନାରେ ନାବାଳିକା ବିଷାକ୍ତ ସାମଗ୍ରୀ ପିଇବା ଘଟଣାରେ ପୁରୁଷ ବନ୍ଧୁ ଗିରଫ,ନିଜ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ବ୍ରହ୍ମପୁର ଏସପି
Chhatrapur, Ganjam | Sep 2, 2025
ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନାକୁ ଅଭିଯୋଗ ପାଇଁ ଆସି ନାବାଳିକା ବିଷାକ୍ତ ସାମଗ୍ରୀ ପିଇ ଦେଇଥିଲେ ।ଗତକାଲି ସଂନ୍ଧ୍ଯାରେ ଅସୁସ୍ଥ ଅବସ୍ଥାରେ ନାବାଳିକା ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ରେ ଭର୍ତ୍ତି ହୋଇଥିବା ବେଳେ ଏବେ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।ତେବେ ଘଟଣାରେ ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି। ମଂଗଳବାର ମଧ୍ୟାହ୍ନରେ ବ୍ରହ୍ମପୁର ସ୍ଥିତ ନିଜ କାର୍ଯ୍ୟାଳୟରେ ପୁରା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଏସପି ଡଃ ଶ୍ରବଣା ବିବେକ ଏମ୍ ।
Share
Read More News
T & C
Privacy Policy
Contact Us
Your browser does not support JavaScript!