Download Now Banner

This browser does not support the video element.

ଫୁଲବାଣୀ ସହର: ଅନୁଷ୍ଠିତ ହେଲା ଦଶହରା ପୂଜା ପାଇଁ ମଞ୍ଚସ୍ଥ ହେବାକୁ ଥିବା ସାମାଜିକ ନାଟକ ବହି ପୂଜନ କାର୍ଯ୍ୟକ୍ରମ I

Phulabani Town, Kandhamal | Sep 8, 2025
ଅନୁଷ୍ଠିତ ହେଲା ଦଶହରା ପୂଜା ପାଇଁ ମଞ୍ଚସ୍ଥ ହେବାକୁ ଥିବା ସାମାଜିକ ନାଟକ ବହି ପୂଜା କାର୍ଯ୍ୟକ୍ରମ I କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ବ୍ଲକ ମିନିଆଁ ଗାଁ ରେ ପ୍ରତ୍ବେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗାଁ ର ଅଧିଷ୍ଠାତ୍ରୀ ଦେବୀ ମା ବରାଳ ଦେବୀ ଙ୍କ ବାର୍ଷିକ ଯାତ୍ରା ଉପଲକ୍ଷେ ମଞ୍ଚସ୍ଥ ହେବାକୁ ଥିବା ସାମାଜିକ ନାଟକ ଏଇ ଫଗୁଣରେ ବାଜିବ ବାଜା ର ବହିପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଗାଁ ର ଦଶଭୁଜା ନାଟ୍ୟ ସଂସଦ ର କଳାକାର ମାନଙ୍କୁ ନେଇ ନାଟକ ଟି ପରିବେଷଣ ହେବାକୁ ଯାଉଥିବା ବେଳେ ସ୍ଥାନୀୟ ସରପଞ୍ଚ ତଥା ଯାତ୍ରା କମିଟି ର ସଭାପତି ଗୌତମ ମଳିକ ଙ୍କ ସଭାପତିତ
Read More News
T & CPrivacy PolicyContact Us