Download Now Banner

This browser does not support the video element.

ନାକଟିଦେଉଳ: ନାକଟିଦେଉଳ ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

Naktideul, Sambalpur | Sep 22, 2025
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ପରିସର ସ୍ଥିତ ସଭାଗୃହରେ ସୋମବାର ସକାଳେ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି ।ଏହି ଶୁଣାଣିରେ ପିଡି ଡିଆର ଡିଏ ପ୍ରସନ୍ନ ପାତ୍ର, ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ, ଏଡିଏମ ସୁଧାଂଶୁ କୁମାର ଭୋଇ ବ୍ଲକ ଅଧ୍ୟକ୍ଷା ସ୍ଵରପା ରାଣୀ ସାହୁ, ଉପାଧ୍ୟକ୍ଷ ଜିତେନ୍ଦ୍ର କୁମାର ପ୍ରଧାନ, ବିଡ଼ିଓ ବିଦ୍ୟାଧର ରାଉତ ରାୟଙ୍କ ଉପସ୍ଥିତିରେ ପିଡି ଶ୍ରୀପାତ୍ର ମୋଟ ୧୦୪ଟି ଅଭି ଯୋଗ ଗ୍ରହଣ କରିଥିଲେ ।
Read More News
T & CPrivacy PolicyContact Us