Download Now Banner

This browser does not support the video element.

ନର୍ଲା: ଢୁଟା ଗ୍ରାମର ଉମା ଦୀପ ନାମକ ବ୍ୟକ୍ତି ପ୍ରଥମ ସ୍ତ୍ରୀ ଙ୍କୁ କୁ ଛାଡ଼ି ଦେଇ ଦ୍ବିତୀୟ ସ୍ତ୍ରୀ ଙ୍କୁ ପ୍ରେମ ବିବାହ ଘଟଣା ଆଜି ଥାନାରେ ଅଭିଯୋଗ

Narala, Kalahandi | Sep 13, 2025
ଅଭିଯୋଗ ମୁତାବକ ଗତ କିଛି ବର୍ଷ ତଳେ ଡୁଟା ଗ୍ରାମର ଉମା ଦୀପ ନାମକ ବ୍ୟକ୍ତି ପ୍ରଥମ ସ୍ତ୍ରୀ କୁ ଛାଡ଼ିଦେଇ କାକା ଶ୍ବଶୁର ଙ୍କ ଝିଅ ଙ୍କୁ ପ୍ରେମ ବିବାହ କରିଥିବା ଘଟଣା କୁ ନେଇ ଆଜି ଶନିବାର ଦିନ ସଂଧ୍ୟା ପାଞ୍ଚ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ପ୍ରଥମ ସ୍ତ୍ରୀ
Read More News
T & CPrivacy PolicyContact Us