This browser does not support the video element.
କୋଟପାଡ: ଡ଼ାଙ୍ଗରାପାଲି ଗାଁ ମୁଣ୍ଡରେ ଅଜଣା ବ୍ୟକ୍ତିର ଶବ ଠାବ l
Kotpad, Koraput | Aug 24, 2025
କୁନ୍ଦୁରା ବ୍ଲକ ବାଗଦିରି ପଂଚାୟତର ଡ଼ାଙ୍ଗରାପାଲି ଗାଁ ମୁଣ୍ଡରେ ଜଣେ ଅଜଣା ବ୍ୟକ୍ତିର ଶବ ଠାବ ହୋଇଛି l ଏଭଳି ଅଭବନୀୟ ଘଟଣା ରବିବାର ସକାଳ ୯ ଟା ସମୟରେ ଦେଖିବାକୁ ମିଳିଛି l ଗାଁ ମୁଣ୍ଡରେ କଲାପ ନଦୀ ପ୍ରବାହିତ ହେଉଥିବା ବେଳେ ନଦୀରେ ଭାସି ଆସି ଅଜଣା ବ୍ୟକ୍ତିଙ୍କ ଶବ ଲାଗିଯାଇଥିବା ଅନୁମାନ କରାଯାଇଛି l ଏନେଇ କୁନ୍ଦୁରା ପୋଲିସ କୁ ସୂଚନା ଦିଆଯାଇଛି l