Download Now Banner

This browser does not support the video element.

ବୀରମହାରାଜପୁର: ବୀରମହାରାଜପୁର ଥାନା ଅର୍ନ୍ତଗତ ମୂର୍ଷୁଣ୍ଢୀ ମେଟାକାନି ଛକରେ କ୍ଷୀର ବୋଝେଇ ଟ୍ୟାଙ୍କର ଦୁର୍ଘଟଣା, ଅଳ୍ପକେ ବର୍ତିଲେ ଚାଲକ

Biramaharajpur, Subarnapur (Sonepur) | Aug 25, 2025
Anchor_ ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ଥାନା ଅର୍ନ୍ତଗତ ମୂର୍ଷୁଣ୍ଢୀ ମେଟାକାନି ଛକରେ ଦୁର୍ଘଟଣା କ୍ଷୀର ବୋଝେଇ ଟ୍ୟାଙ୍କର ସୁ4ଘଟଣା ଗ୍ରସ୍ତ ହୋଇଛି l ଫଳରେ ଚାଲକ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ସୂଚନା ଅନୁସାରେ ଆଜି ସକାଳ ପ୍ରାୟ 5ଟା 30ମିନିଟ ସମୟରେ ମିଲ୍କି ମୁ କମ୍ପାନୀର ଟ୍ୟାଙ୍କର କ୍ଷୀର ନେଇ ହାତିବାରି ପ୍ଲାଣ୍ଟକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ମୂର୍ସୂନ୍ଧି ମେଟାକନି ମଣ୍ଡପକୁ ଧକ୍କା ଦେଇ ଓଲଟି ପଡ଼ିଥିଲା l ଫଳରେ ଚାଲକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷୀର ନଷ୍ଟ ହୋଇଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us