Download Now Banner

This browser does not support the video element.

ନୂଆପଡା: ଜିଲ୍ଲା ସ୍ୱଚ୍ଛତା ଦିବସ ଅବସରରେ ୮ଟି ଟିମ୍ ସହ SUPFreeNuapada ଅଭିଯାନ

Nuapada, Nuapada | Aug 30, 2025
ଆଜି ଜିଲ୍ଲା ସ୍ୱଚ୍ଛତା ଦିବସ ଅବସର ରେ ସମଗ୍ର ନୂଆପଡା ଜିଲ୍ଲାରେ ଚାଲିଛି #SUPFreeNuapada ଅଭିଯାନ। ସମସ୍ତ ବ୍ଲକ ଓ NAC ଅଞ୍ଚଳରେ ଏକା ସମୟରେ ୮ଟି ନିର୍ଦ୍ଦିଷ୍ଟ ସ୍ୱଚ୍ଛତା ଟିମ୍ ଏହାକୁ ନେତୃତ୍ୱ ଦେଇଛନ୍ତି। ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବିରୋଧୀ ଏହି ଅଭିଯାନରେ ସାଧାରଣ ଲୋକେ ଯୁବକ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ଭାଗୀଦାରୀ ନେଇ ଥିବାର ଦେଖାଦେୟୀ ଥିଲା। “ପ୍ଲାଷ୍ଟିକ୍‌ରୁ ମୁକ୍ତ ନୂଆପଡା” ପାଇଁ ସମସ୍ତଙ୍କ ସହଯୋଗକୁ ଆହ୍ୱାନ କରାଯାଇଛି।
Read More News
T & CPrivacy PolicyContact Us