Download Now Banner

This browser does not support the video element.

ଭଟଲି: ଭଟଲି ଦଧିବାମନ ମନ୍ଦିରରେ ଚନ୍ଦ୍ର ଗ୍ରହଣ ପୂଜାନୀତି ପାଳିତ, ଦିବା ୧୨.୫୭ ମିନିଟ ପରେ ବନ୍ଦ ହେଲା ମନ୍ଦିର

Bhatli, Bargarh (Baragarh) | Sep 7, 2025
ଭଟଲି ଦଧିବାମନ ମନ୍ଦିର ରେ ଚନ୍ଦ୍ର ଗ୍ରହଣ ପୂଜାନୀତି ପାଳନ,ଦିବା ୧୨ଘଣ୍ଟା୫୭ମିନିଟ ପରେ ବନ୍ଦ ହେଲା ଶ୍ରୀମନ୍ଦିର।ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମନ୍ଦିର ରେ ଆଜି ଭାଦ୍ରବ ଶୁକ୍ଳ ପୂର୍ଣ୍ଣିମା ତିଥି ଅବସରରେ ଚନ୍ଦ୍ରଗ୍ରହଣ ପଡୁ ଥିବାରୁ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଦୈନିକ ପୂଜା ନୀତି, ପହଡ଼ଭଙ୍ଗ, ଦ୍ୱାରଫିଟା ନୀତି ଠାରୁ ଆରମ୍ଭ ହୋଇ ସକାଳ ଧୂପ ନୀତି ଶେଷ ହେବା ପରେ ଚନ୍ଦ୍ର ଗ୍ରହଣ ଯୋଗୁଁ ଆଜି ସନ୍ଧ୍ୟା ଧୂପ ଧୁପ ନୀତି ଦିବା ୧୨ଘଣ୍ଟା ୫୭ମିନିଟ ପୂର୍ବରୁ ସନ୍ଧ୍ୟାଧୁପ ନୀତି କରାଯାଇ ମନ୍ଦିର ବନ୍ଦ କରଯାଇଥିଲା।ଏହା ପରେ ଭକ୍ତ ମାନଙ୍କ ଦର୍ଶନ ମଧ୍ୟ ବନ୍ଦ କରାଯାଇଥିଲା।
Read More News
T & CPrivacy PolicyContact Us