This browser does not support the video element.
ପଟପୁର: ସାନଖେମୁଣ୍ଡିରେ ଅପରେସନ ଗ୍ରୀନ ଏଣ୍ଡ କ୍ଲିନ। କୋଟିଏ ଟଙ୍କାରୁ ଉର୍ଦ୍ଧ୍ଵ ଗଞ୍ଜେଇ ଚାଷ ନଷ୍ଟ।
Patapur, Ganjam | Nov 25, 2024
ସାନଖେମୁଣ୍ଡି ରେ ଅପରେସନ ଗ୍ରୀନ ଏଣ୍ଡ କ୍ଲିନ୍ ।କୋଟିଏ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇ ଚାଷ ନଷ୍ଟ । ଗଞ୍ଜାମ ଆରକ୍ଷୀ ସୁଭେନ୍ଦ୍ର ପାତ୍ର ନିର୍ଦେଶ କ୍ରମେ ସୋମବାର ସକାଳ ସାଢେ଼ ନଅ ଘଣ୍ଟା ସମୟରେ ପାଟପୁର ଥାନା ଅଧିନସ୍ଥ ଟି. ଗୋବିନ୍ଦପୁର ପଞ୍ଚାୟତ ବୁରେଇପାହାଡ ଓ ଦାମପୁର ଗ୍ରାମ ନିକଟ ଜଙ୍ଗଲରୁ ପ୍ରାୟ ୧୦ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ କରିବା ସହ ଜାଳି ଦିଆଯାଇଛି l ସାନଖେମୁଣ୍ଡି ତହସିଲଦାର ତଥା ଏକଜୁବିଟ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକ, ଆସିକା ଉପଖଣ୍ଡ ଅଧିକାରୀ, ପାଟପୁର, ବଡଗଡ , ଶେରଗଡ଼, ବେଲଗାଁ, କୋଟିନଡ଼ା ଥାନା ଅଧିକାରୀଙ୍କ ସମେତ ୨ ପ୍ଲାଟୁନ