This browser does not support the video element.
ଆଳି: ଦୋସଉତୁଣୀ ଗାଁର ୯ମାସର ଛୁଆ ନିଜଘରେ ଅଶାବଧାନତା ଯୋଗୁଁ ଗରମପାଣି ପଡି ଗୁରୁତର ଆହତ
Aali, Kendrapara | Apr 16, 2024
ଆଜି ସନ୍ଧ୍ୟା ସାତଟା ସମୟରେ ରାଜକନିକା ଦୋସଉତୁଣୀ ଗାଁର ଆଶିଷ ରାଉତଙ୍କ ପୁଅ ଆୟୁଷ ଖେଳୁଥିବା ସମୟରେ ତାଙ୍କ ମା ଗରମ ପାଣି ନେଇ ଯାଉଥିବା ସମୟରେ ଅସାବଧାନତା ଯୋଗୁଁ ତାଙ୍କର ୯ମାସର ପୁଅ ଆୟୁଷଙ୍କ ଉପରେ ଗରମ ପାଣି ପଡିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଆୟୁଷଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିଥିବା ସୂଚନା ରହିଛି