Download Now Banner

This browser does not support the video element.

ଦେବଗଡ: ଝରାବେରଣୀ ଗ୍ରାମରେ ହାତୀ ଉପଦ୍ରବ,ଏକଡ ଏକଡ ଧାନ ଫସଲ ନଷ୍ଟ

Debagarh, Debagarh (Deogarh) | Oct 4, 2025
ରିଆମାଳ ବନାଞ୍ଚଳ ଝରାବେରଣୀ ଗ୍ରାମରେ ଆଜି ହାତୀ ଉପଦ୍ରବ ଦେଖାଦେଇଛି। ରାତି 8 ପର୍ଯ୍ୟନ୍ତ ହାତୀ ଉପଦ୍ରବ ଜାରି ରହିଥିବା ଜଣାପଡ଼ିଛି। ଏକ ହାତୀ ପଲ ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କରିଛନ୍ତି। ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଭୟଭୀତ ଅଛନ୍ତି। ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ନିଆଁହୁଳା ଦେଖାଇ ହାତୀ ଘଉଡାଇବାକୁ ଚେଷ୍ଟା କରୁଛନ୍ତି। ହାତୀପଲରେ 3 ରୁ ଅଧିକ ହାତୀ ରହିଥିବା ଜଣାପଡ଼ିଛି।
Read More News
T & CPrivacy PolicyContact Us