Download Now Banner

This browser does not support the video element.

ସୁକିନ୍ଦା: କେନ୍ଦୁଢିପ ପାଖ 53 ନଂ ଜାତୀୟ ରାଜପଥରେ ଟ୍ରକ୍ ଦୁର୍ଘଟଣାରେ ଗାଈ ମୃତ ଘଟଣାସ୍ଥଳରେ ଉତ୍ତେଜନା

Sukinda, Jajpur | Aug 31, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ କେନ୍ଦୁଢିପ ପାଖ 53 ନଂ ଜାତୀୟ ରାଜପଥରେ ଏକ ଟ୍ରକ୍ ଦୁର୍ଘଟଣାରେ ଏକ ଗୃହ ପାଳିତ ଗାଈର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା ।
Read More News
T & CPrivacy PolicyContact Us