Download Now Banner

This browser does not support the video element.

ମାଲକାନଗିରି: ନାୟକଗୁଡ଼ା ହାଟ ପଦାରେ ବିଜେପି ପକ୍ଷରୁ ପାଙ୍ଗାମ ମଣ୍ଡଳ ସ୍ତରୀୟ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ

Malkangiri, Malkangiri | Sep 28, 2025
ଆଜି ମାଲକାନଗିରି ଜିଲ୍ଲା ନାୟକଗୁଡ଼ା ହାଟ ପଦାରେ ବିଜେପି ପକ୍ଷରୁ ପାଙ୍ଗାମ ମଣ୍ଡଳ ସ୍ତରୀୟ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ପାଙ୍ଗାମ ମଣ୍ଡଳ ସଭାପତି ଲକ୍ଷ୍ମଣ ବାଙ୍କିଆ ସଭାପତିତ୍ବ କରିଥିଲାବେଳେ ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ଜିଲ୍ଲା ସମ୍ପାଦିକା ଉଜ୍ଜଳା ଦୋରାଙ୍କ ସହିତ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ବେଳେ ସ୍ୱଦେଶୀ ଆପଣାଇବା ନେଇ ଏକ ଶପଥ ପାଠ କରାଯାଇଥିଲା।
Read More News
T & CPrivacy PolicyContact Us