Download Now Banner

This browser does not support the video element.

ବଲାଙ୍ଗୀର: ଜିଲ୍ଲାରେ ବଜ୍ରପାତ ସହିତ ମେଘଗଜନ ହଳଦିଆ ସତର୍କ ସଙ୍କେତ

Balangir, Balangir | Sep 13, 2025
ବଲାଙ୍ଗୀରରେ ବଜ୍ରପାତ ସହିତ ମେଘଗଜନ—ହଳଦିଆ ସତର୍କ ସଙ୍କେତ ବଲାଙ୍ଗିର ରେ ଆସନ୍ତା ୨୪ ଘଣ୍ଟା ପାଇଁ ବଲାଙ୍ଗୀର ଜିଲ୍ଲାରେ ହଳଦିଆ ସତର୍କ ସୂଚନା ଜାରି କରିଛି ପାଣି ପାଗ ବିଭାଗ। ଏହି ସମୟ ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବଜ୍ରପାତ, ମେଘଗଜନ ସହ ଅଚାନକ ପବନ ବହିବାର ସମ୍ଭାବନା ରହିଛି। ପବନର ଗତି ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚି ପାରେ ବୋଲି ଆକଳନ କରିଛି ବିଭାଗ। କେତେକ ସ୍ଥାନରେ ଭାରୀ ବର୍ଷା ହେବାର ସଚେତନତା ଦିଆଯାଇଛି। ସାଧାରଣ ଲୋକଙ୍କୁ ବଜ୍ରପାତ ସମୟରେ ଖୋଲାଖେଳା ଜାଗାରେ ନ ରହିବାକୁ ଓ ସାବଧାନ ହୋଇବାକୁ। ଆଜି ଅପରାହ୍ନ 2ଟା ସମୟରେ ଚେବେନି ଦେଇଛି
Read More News
T & CPrivacy PolicyContact Us