This browser does not support the video element.
ନୂଆପଡା: କୋମନା ୱାଇଲ୍ଡଲାଇଫ ଅନ୍ତର୍ଗତ ଖୋଲିଭିତର ଗାଁରେ ବାଘ ଆତଙ୍କ
Nuapada, Nuapada | Aug 23, 2025
ନୂଆପଡ଼ାରେ ବାଘ ଆତଙ୍କ ଦେଖାଦେଇଛି। ନୂଆପଡ଼ା ଜିଲ୍ଲା କୋମନା ୱାଇଲ୍ଡଲାଇଫ ଅନ୍ତର୍ଗତ ଖୋଲିଭିତର ଗାଁରେ ବାଘ ଆତଙ୍କ ଦେଖାଦେଇଛି କଲରାପତରିଆ ବାଘ ଆତଙ୍କ ସୃଷ୍ଟି କରିଛି ।ଖୋଲିଭିତର ଗାଁରେ ବାଘ ଆତଙ୍କରେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା। ଶନିବାର ଅପରାହ୍ଣରେ ଗୋଟିଏ ଛେଳି ମାରି ଖାଇଛି କଲରା ପତରିଆ ବାଘ।