Download Now Banner

This browser does not support the video element.

ବରଗଡ: ଅନ୍ତିମ କ୍ରିୟା ପାଇଁ ବରଗଡ଼ରେ କାଠ ମିଳୁନଥିବା ନେଇ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଜିଲ୍ଲା କଂଗ୍ରେସ ସଭାପତି

Bargarh, Bargarh (Baragarh) | Aug 22, 2025
ବରଗଡ଼ ସହରରେ ଅନ୍ତିମ କ୍ରିୟା ପାଇଁ କାଠ ମିଳୁ ନାହିଁ | ଏନେଇ କଂଗ୍ରେସ କମିଟି ପକ୍ଷରୁ ବରଗଡ଼ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି | ଶୁକ୍ରବାର ଅପରାହ୍ନ 4 ଘଣ୍ଟା ସମୟରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନିଜ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି | ମୃତଶରୀରକୁ ଦାହ ନିମନ୍ତେ ବରଗଡ଼ ସହରରେ କାଠ ମିଳୁନାହିଁ; ଏଥିନିମନ୍ତେ ନା ଜିଲ୍ଲା ପ୍ରଶାସନର ଦୃଷ୍ଟି ଅଛି, ନା ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ଦୃଷ୍ଟି ଅଛିl
Read More News
T & CPrivacy PolicyContact Us