This browser does not support the video element.
ବଲାଙ୍ଗୀର: ବିଭିନ୍ନ ସ୍ଥାନରେ ସର୍ପ ଦଂଶନ ରେ ପୀଡିତ ୭ ଆହତ ଭୀମଭୋଇ ମେଡିକାଲରେ ଭର୍ତ୍ତି
Balangir, Balangir | Sep 7, 2025
ଆଜି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ୭ ଜଣ ସର୍ପଦଂଶନ ପୀଡ଼ିତଙ୍କୁ ଭର୍ତ୍ତି କରାଯାଇ ଥିବା ଜଣା ପଡିଛି। ସେମାନଙ୍କ ମଧ୍ୟରୁ କଦମପଡ଼ାର ମିଳନ ନାଗଙ୍କ ରକ୍ତ ପରୀକ୍ଷାରେ ନେଉରୋଟକ୍ସିକ୍ ବିଷ ଚିହ୍ନଟ ହୋଇଛି। ଏହି ବିଷ ସିଧାସଳଖ ସ୍ନାୟୁ ପ୍ରଣାଳୀକୁ ପ୍ରଭାବିତ କରେ ଶ୍ୱାସକ୍ରିୟା, କଥାବାର୍ତ୍ତା ଓ ହାତପାୟର ଗତିକୁ ଦୀର୍ଘସମୟ ପରେ ଅକ୍ଷମ କରିପାରେ, ଏବଂ ସମୟରେ ଚିକିତ୍ସା ନହେଲେ ମୃତ୍ୟୁ ସମ୍ଭବ। ହୋୟୀ ଥାଏ ଅନ୍ୟ ଆହତଙ୍କ ମଧ୍ୟରେ ତୁଷୁରା ବଡନଗୋ ମୁଣ୍ଡା ଗ୍ରାମର ବୁଧୁ ଦୀପ, ଦେଓଗାଁର ଶରତ ତାଣ୍ଡି, ଓଡ଼ିଆପାଲିର ଶାଳିନୀ ସାହୁ, ତୁଷୁରାର ମାଣିକ ସାହୁ ଓ ସୋନପୁରର ଟିଲୋତ୍ତମା ସା