Download Now Banner

This browser does not support the video element.

ନର୍ଲା: ଭାନପୂର ଗ୍ରାମର ଜଣେ ବ୍ୟକ୍ତି ଙ୍କୁ ଏକ ଅଜଣା ବାଇକ୍ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ କରିଥିବା ଘଟଣା ମେଡିକାଲ୍ ରେ ଚିକିତ୍ସା ହେଉଥିବା ସୂଚନା

Narala, Kalahandi | Aug 23, 2025
ଆଜି ଶନିବାର ଦିନ ରାତ୍ର ଆଠ ଘଣ୍ଟା ସମୟରେ ଭାନ ପୁର ଗ୍ରାମର ଚୈତନ୍ୟ ପୁଟେଲ 55 ବର୍ଷୀୟ ବ୍ୟକ୍ତି ରାସ୍ତା ରେ ପରିସ୍ରା କରୁଥିବା ବେଳେ ଏକ ଅଜଣା ବାଇକ୍ ଚାଳକ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ କରିଥିଲା ଦୁର୍ଘଟଣାରେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ ଓ ନର୍ଲା ମେଡ଼ିକାଲ୍ ରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି
Read More News
T & CPrivacy PolicyContact Us