This browser does not support the video element.
ବୌଦ୍ଧ ସଦର: ଜମଟାଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁ ଦିବସ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
Baudh Sadar, Boudh (Bauda) | Sep 5, 2025
ବୌଦ୍ଧ ବ୍ଳକ୍ ମନୁପାଲି ପଞ୍ଚାୟତ ଅନ୍ତର୍ଗତ ଜମଟାଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁ ଦିବସ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଳକ୍ ଅଧ୍ୟକ୍ଷl ଶ୍ରୀମତୀ ପାନେଶ୍ୱରି ଦେହୁରି ଯୋଗ ଦେଇ ଉକ୍ତ ଶିବିରକୁ ଶୁଭାରମ୍ଭ କରିଥିଲେ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଅନ୍ୟତମ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଭାରତୀ ମଲ୍ଲିକ, Abeo ପ୍ରବୀର୍ କୁମାର୍ ରଥ , ସମାଜସେବୀ କିଶୋର ମେହେର, ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ସଦାନନ୍ଦ ମିଶ୍ର ପରିଚାଲନା କରିଥଲେ