Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁରରେ ମା କୁଠାରୀକଂ ଯାତ୍ରା ଆରମ୍ଭ, ପ୍ରତିକ୍ରିୟା ରଖିଲେ ପୂର୍ବତନ କର୍ପୋରେଟର

Chhatrapur, Ganjam | Sep 29, 2025
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବ୍ରହ୍ମପୁର ସ୍ଥିତ ମା କୁଠାରୀକଂ ଯାତ୍ରା ଆରମ୍ଭ ହୋଇଛି। ଆଜି ମା ସାହି ପରିକ୍ରମା କରିବେ। ଏନେଇ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ସୋମବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କର୍ପୋରେଟର।
Read More News
T & CPrivacy PolicyContact Us