This browser does not support the video element.
ଧର୍ମଶାଳା: ବାଲିସାହି ଛକ ନିକଟରେ ରାଜପଥ ଅବରୋଧ କଲେ ଜନସାଧାରଣ
Dharmasala, Jajpur | Sep 6, 2025
ଚଣ୍ଡିଖୋଲ- ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ଠିକାସଂସ୍ଥାରେ କାମ କରୁଥିବା ଜଣେ ଶ୍ରମିକ ଗତ ୨୭ ତାରିଖରେ କାମ କରୁଥିବା ସମୟରେ ବିଦ୍ୟୁତରେ ଆଘାତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ମୃତ ଶ୍ରମିକଙ୍କୁ କ୍ଷତିପୂରଣ ଓ ନ୍ୟାୟ ଦାବିରେ ଜେନାପୁର ଥାନା ଅଧିନ ବାଲିସାହି ଛକ ନିକଟରେ ଜନସାଧାରଣ ରାଜପଥ ଅବରୋଧ କରିଥିବା ଶନିବାର ଅପରାହ୍ନ 5 ଘଟିକା ସମୟରେ ଦେଖିବାକୁ ମିଳିଛି ।