Download Now Banner

This browser does not support the video element.

ନୂଆପଡା: ବଦଳିଲେ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂ ହେଲେ ନୂତନ ଆରକ୍ଷୀ ଅଧିକ୍ଷକ

Nuapada, Nuapada | Aug 21, 2025
ରାଜ୍ୟ ସରକାର ଆଇ ପି ଏସ ସ୍ତରରେ ଅଦଳବଦଳ କରିଛନ୍ତି।ଏହି କ୍ରମରେ ଆଜି ସନ୍ଧ୍ୟା ସାତଟା ରେ ପ୍ରକାଶିତ ନୂତନ ତାଲିକା ଅନୁଯାୟୀ ନୂଆପଡ଼ା ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ପୂର୍ବରୁ ନୂଆପଡ଼ା ଉପଖଣ୍ଡିୟ ପୋଲିସ ଅଧିକାରୀ ଭାବରେ କାର୍ଯ୍ୟ କରିଥିବା ଆଇ ପି ଏସ ଅଧିକାରୀ ଅମ୍ରିତ ପାଲ ସିଂ ଙ୍କୁ ନୂଆପଡ଼ା ଜିଲ୍ଲା ର ନୂତନ ଆରକ୍ଷୀ ଅଧିକ୍ଷକ ଦାୟିତ୍ଵ ଦିଆଯାଇଛି।ସେ ଜି ଆର୍ ରାଘବେନ୍ଦ୍ର ଙ୍କ ସ୍ଥାନ ନେବେ।
Read More News
T & CPrivacy PolicyContact Us