Download Now Banner

This browser does not support the video element.

ଦେବଗଡ: ଦେବଗଡର ମିନି ବୁଡ ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦିକା ଭାବେ ମନୋନୀତ

Debagarh, Debagarh (Deogarh) | Oct 9, 2025
ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟୀ ପକ୍ଷରୁ ଆଜି ରାଜ୍ୟ ପ୍ରଦେଶ ମହିଳା କଂଗ୍ରେସର ବିଭିନ୍ନ ପଦାଧିକାରୀଣୀଙ୍କ ନାମ ପ୍ରକାଶ ପାଇଛି । ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟୀର ସଭାନେତ୍ରୀ ଅଳକା ଲାମ୍ବା ସେମାନଙ୍କର ନାମ ବିଧିବଦ୍ଧ ଭାବେ ପ୍ରକାଶ କରିଛନ୍ତି । ତେବେ ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦିକା ଭାବେ ଦେବଗଡ ଜିଲ୍ଲାର ମିନି ବୁଡ ମନୋନୀତ ହୋଇଛନ୍ତି । ଶ୍ରୀମତି ବୁଡଙ୍କୁ ପ୍ରଦେଶ ମହିଳା କଂଗ୍ରେସ କମିଟୀର ସମ୍ପାଦିକା ଭାବେ ମନୋନୀତ କରାଯାଇଥିବାରୁ ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ମହିଳା କଂଗ୍ରେସ ମହଲରେ ଖୁସିର ଲହରି ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us