Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ଚୌଦ୍ୱାର ମୁଣ୍ଡମାଳ ଛକ ୫୫ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ସୋମବାର ଜଣେ ସ୍କୁଟର ଚାଳକଙ୍କ ମୃତ୍ୟୁ ଘଟିଛି।
Cuttack M Corp PS, Cuttack | Aug 25, 2025
ଚୌଦ୍ୱାର ମୁଣ୍ଡମାଳ ଛକ ୫୫ନମ୍ବର ଜାତୀୟ ରାଜପଥରେ ସୋ ଦିନ ୫ଟାରେ ଟ୍ରକ ଧକ୍କାରେ ଜଣେ ସ୍କୁଟର ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଜଗତସିଂହପୁର ତିର୍ତ୍ତୋଲ ବଣିଆସାହିର ଅଙ୍କିତ କୁମାର ସାହୁ(୨୨)। ଦୁର୍ଘଟଣା ପରେ ପୁଲିସ ଟ୍ରକଟିକୁ ଜବତ କରିଥିବା ଚାଳକ ଢେଙ୍କାନାଳ ପରଜଙ୍ଗ ଆମ୍ବପଳସ ଗ୍ରାମର କାମାକ୍ଷାପ୍ରସାଦ ନାଥକୁ ଗିରଫ କରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!