Install App
manassahu922
This browser does not support the video element.
ରେଙ୍ଗାଲି: ଖୁଲିଆ ଗ୍ରାମର ଚର୍ଚ୍ଚରେ ଜିଓଭାମ ସଲୁମ ସିଇ ୟୁନିୟନ ଝାରସୁଗୁଡାର ତୃତୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
Rengali, Sambalpur | Oct 11, 2024
ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ତବଲା ଗ୍ରାମ ପଞ୍ଚାୟତ ର ଖୁଲିଆ ଗ୍ରାମ ଚର୍ଚ୍ଚରେ ଆଜି ଦିନ 11 ଟା ସମୟରେ ଜିଓଭାମ ସଲୁମ ସିଇ ୟୁନିୟନ ଝାରସୁଗୁଡା ର ତୃତୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହା ତିନି ଦିନ ଧରି ଅନୁଷ୍ଠିତ ହେଉଥୁଲା l ତେବେ ଆଜି ଏହାର ଉଜାପାନୀ କାର୍ଯ୍ୟକ୍ରମ ରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ମୁଖ୍ୟ ଅତିଥି ଓ ତବଲା ସରପଞ୍ଚ କାହ୍ନ ବାବୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!