Download Now Banner

This browser does not support the video element.

ଜୟପୁର: ରେଳ ବିଭାଗରେ ଚାକିରୀ କରାଇ ଦେବା କହି ଠକେଇ ଅଭିଯୋଗ, ଉମରକୋଟରୁ ଅଭିଯୁକ୍ତକୁ ଗିରଫ କଲା ଜୟପୁର ସଦର ପୋଲିସ

Jeypore, Koraput | Aug 21, 2025
ରେଳେ ବିଭାଗରେ ଚାକିରି କରାଇଦେବା କହି ଠକେଇ କରିଥିବା ଅଭିଯୋଗରେ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା     କାଳିଆ ଗାଁର ସୁନିଲ ଏଲିୟସ ମନୋଜ କୁମାର ନାୟକ (୪୧)  ।  ସୁଚନା ଅନୁଯାଇ     ଚାକିରି  କରାଇଦେବାକୁ କହି ଟଙ୍କା ଠକେଇ ହୋଇଥିଲା । ପ୍ରହ୍ଲାଦ ହରିଜନ  ନାମକ ଜଣେ ବ୍ୟକ୍ତି ଲିଖିତ ଅଭିଯୋଗ କରିଥିଲେ । ତଦନ୍ତ ରେ ଜାଣି ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା  ଆଜି ରାତ୍ର ୮ଟାରେ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।
Read More News
T & CPrivacy PolicyContact Us