Download Now Banner

This browser does not support the video element.

ଫୁଲବାଣୀ ସହର: ଫୁଲବାଣୀ SP ଙ୍କ କାଯ୍ୟଳୟ ଠାରେ ବାଲନ୍ଦାପଡା ଫାଣ୍ଡି କୁ ପୁଣିଥରେ କାଯ୍ୟକ୍ଷମ କରିବା ନିମନ୍ତେ 5ଗ୍ରାମବାସୀ ଙ୍କ ଅଭିଯୋଗ

Phulabani Town, Kandhamal | Aug 22, 2025
ଫୁଲବାଣୀ SP ଙ୍କ କାଯ୍ୟଳୟ ଠାରେ ବାଲନ୍ଦାପଡା ଫାଣ୍ଡି କୁ ପୁଣିଥରେ କାଯ୍ୟକ୍ଷମ କରିବା ନିମନ୍ତେ 5ଗ୍ରାମବାସୀ, ଏହି ଅଭିଯୋଗ ପତ୍ର ଟି ଶୁକ୍ରବାର ଅପରାହ୍ନ 3ଘଣ୍ଟିକା ସମୟରେ ଦିଆଯାଇଛି, ଅଭିଯୋଗ ଅନୁସାରେ ବାଲନ୍ଦାପଡା, କୁଏରମାଣ୍ଡୁ,ଲୁଇସିଂ, ପାହିରାଜୁ ପକାରି ଗ୍ରାମରେ ସାଧାରଣ ଅଭିଯୋଗ ପାଇଁ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ଏଣୁ ବାଲନ୍ଦାପଡା ଫାଣ୍ଡି କୁ ପୁଣିଥରେ ଚଲାଇବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି
Read More News
T & CPrivacy PolicyContact Us