Download Now Banner

This browser does not support the video element.

ଆଳି: କନିକା ପ୍ରିମିୟର ଲିଗ କିର୍କେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଯୋଗଦେଲେ ମନ୍ତ୍ରୀ ପ୍ରତାପ ଦେବ

Aali, Kendrapara | Apr 18, 2024
ଆଳି ନିର୍ବାଚନ ମଣ୍ଡଳୀ ରାଜକନିକା କନିକା ପ୍ରିମିୟର ଲିଗ କିର୍କେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ପ୍ରତାପ ଦେବ। ଆଜି ଅପରାହ୍ନ ରେ ଏହି ଟୁର୍ଣ୍ଣାମେଣ୍ଟରେ ମନ୍ତ୍ରୀ ଶ୍ରୀଯୁକ୍ତ ଦେବ ଜୋଗଦେଇ ଉଇନର ଟିମ ଓ ରନର୍ସଅଫ ଟିମକୁ ଟ୍ରଫି ଓ ଅର୍ଥ ରାଶୀ ପ୍ରଦାନ କରିଥିବା ଦେଖୁବାକୁ ମିଳିଛି। ଅନ୍ୟ ମାନଙ୍କ ମଧ୍ୟରେ ରାଜକନିକା ବ୍ଲଜ ଅଧକ୍ଷା, ସଂସଦଙ୍କ ପ୍ରତିନିଧି ଓ ଅନ୍ୟ ନେତୃମଣ୍ଡଳୀ ଉପସ୍ଥିତ ରହି ଉଭୟ ଟିମକୁ ଉସାହିତ କରିଥିବା ଦେଖିବାକୁ ମିକିଛି।
Read More News
T & CPrivacy PolicyContact Us