This browser does not support the video element.
କଣ୍ଟାମାଳ: ଗୁଚ୍ଛାଙ୍ଗୀ ଓ ବୋରିଗୁଭା ଗ୍ରାମରେ ଚଢ଼ାଉ କରି ମଦ ଜବତ କଲା ଅବକାରୀ ବିଭାଗ
Kantamal, Boudh (Bauda) | Apr 7, 2024
ଗୁଚ୍ଛାଙ୍ଗୀ ଓ ବୋରିଗୁଭା ଗ୍ରାମରେ ରବିବାର ଅପରାହ୍ନ ୪ଟାରେ କଣ୍ଟାମାଲ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ମଦ ଜବତ କରାଯାଇଛି l କଣ୍ଟାମାଲ ଥାନା ଅନ୍ତର୍ଗତ ଗୁଚ୍ଛାଙ୍ଗୀ ଗ୍ରାମ ର ଜଣେ ବ୍ୟକ୍ତି ଙ୍କ ନିକଟରୁ 8 ଲିଟର ଦେଶୀ ମଦ ଜବତ କରାଯାଇଛି l ସେହିପରି କଣ୍ଟାମାଲ ଥାନା ଅନ୍ତର୍ଗତ ବୋରିଗୁଭା ଗ୍ରାମ ର ଜଣେ ବ୍ୟକ୍ତି ଙ୍କ ନିକଟରୁ 7 ଲିଟର ଦେଶୀ ମଦ ଜବତ କରାଯାଇଛି l ଏହାସହ ମଦ ବିକ୍ରି ରେ ସପୃକ୍ତ ଦୁଇ ବ୍ୟକ୍ତି ଙ୍କ ନାମରେ ମାମଲା ରୁଜୁ କରାଯାଇଛି ।