Download Now Banner

This browser does not support the video element.

ଜି ଉଦୟଗିରି: ସାରଙ୍ଗଗଡ଼ ଅଞ୍ଚଳର ଜଣେ ବ୍ୟକ୍ତି ମଦ ବିକ୍ରି ଅଭିଯୋଗରେ ଗିରଫ, ଦେଶୀ ଓ ବିଦେଶୀ ମଦ ଜବତ ସହ କୋର୍ଟ ଚାଲାଣ କଲା ପୋଲିସ

G Udayagiri, Kandhamal | Aug 25, 2025
ସାରଙ୍ଗଗଡ଼ ଅଞ୍ଚଳ ର ଜଣେ ବ୍ୟକ୍ତି ମଦ ବିକ୍ରି କରୁଥିବା ଅଭିଯୋଗ ରେ ସାରଙ୍ଗଗଡ ପୋଲିସ ଗିରଫ କରି ଦେଶୀ ଓ ବିଦେଶୀ ମଦ ଜବତ ହୋଇଅଛି. ପ୍ରାୟ 52 ଲିଟର ମଦ ଜବତ ହୋଇଅଛି.ଥାନାରେ 157/2025 ରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତ କୁ ପୋଲିସ କୋର୍ଟ ଚାଲାଣ କରିଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Read More News
T & CPrivacy PolicyContact Us