Download Now Banner

This browser does not support the video element.

କବିସୂର୍ଯ୍ୟନଗର: ମୁଣ୍ଡୁଳା ନିକଟରୁ ଚୋରା ମଦ ଜବତ ସହ ଦୁଇ ଜଣକୁ ଗିରଫ କଲା ବେଗୁନିଆପଡା ପୋଲିସ

Kabisuryanagar, Ganjam | Aug 12, 2025
ବେଗୁନିଆପଡା ଥାନା ମୁଣ୍ଡୁଳା ରାସ୍ତା ନିକଟରେ ଚନ୍ଦନପୁର ପଂଚାୟତର ମୁଣ୍ଡୁଳା ଗ୍ରାମର ରବୀନ୍ଦ୍ର ନାହାକ ଓ ଏହି ଥାନା ଅନ୍ତର୍ଗତ ଚିଲିପୋଇ ଗ୍ରାମର ଗଦା ପ୍ରଧାନ ଚୋରା ମଦ ଧରି ବାଇକରେ ଯାଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ତାହା ନିକଟରୁ 60 ଲିଟର ମଦ ପାଉଚୁ ଜବତ କରିବା ସହ ମଦ ଧରି ଯାଉଥିବା ବାଇକ ନମ୍ବର OD 02 AD 6907 କୁ ଜବତ କରିଛି । ରବୀନ୍ଦ୍ର ଓ ଗଦା କୁ ଗିରଫ କରାଯାଇଛି । ଉକ୍ତ ବାଇକରେ ଚୋରା ମଦ ଧରି ଯାଉଥିବା ସମୟରେ ମୁଣ୍ଡୁଳା ନିକଟରୁ ଧରିଥିଲେ । ମଙ୍ଗଳବାର ଦିନ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଭଗବାନ ପୂଜାରି ସୂଚନା ଦେଇଛନ୍ତି ।
Read More News
T & CPrivacy PolicyContact Us