Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ପରିବା ବ୍ୟବସାୟୀଙ୍କୁ ଛୁରାମାଡ। ମାର୍କେଟ ଛକ ନିକଟ ଜଗନ୍ନାଥ ବଲ୍ଲଭ ଠାରେ ଘଟିଛି ଘଟଣା, ସୂଚନା ଦେଲେ ଆହତ କାରି, ଓ ପରିବାର l
Puri M, Puri | Sep 11, 2025
ଆକ୍ରମଣର ଶିକାର ପରିବା ବ୍ୟବସାୟୀ ଜଣକ ଚୁଡଙ୍ଗ ସାହି ମଧୁବନ ଅଞ୍ଚଳର ସୁକାନ୍ତ କୁମାର ଦାସ। ତିନିଜଣ ଦୁର୍ବୁତ୍ତ ସୁକାନ୍ତଙ୍କ ବାମ ହାତକୁ ଛୁରୀରେ ଆକ୍ରମଣ କରିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୋକାନ ତାଡୁ ଥିବା ବେଳେ ବାରଣ କରିବାରୁ ଦୁର୍ବୁତ୍ତ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!