This browser does not support the video element.
ବୀରମହାରାଜପୁର: ବିରମହାରାଜପୁର ବସଷ୍ଟାଣ୍ଡ ଠାରେ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ, ଯୋଗଦେଲେ ହଜାର ହଜାର ଭକ୍ତ ତଥା ଶ୍ରଦ୍ଧାଳୁ
Biramaharajpur, Subarnapur (Sonepur) | Oct 2, 2025
ବିରାମହରାଜପୁର ବସଷ୍ଟାଣ୍ଡ ଠାରେ ବିଜୟା ଦଶମୀ ଅବସରରେ ଆଜି ଅପରାହ୍ନ 3ଟା ପର୍ଯ୍ୟନ୍ତ ସୁନ୍ଦରକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି l ବସଷ୍ଟାଣ୍ଡ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଏହି ପାରାୟଣକୁ ପାରାୟଣ ଗାୟିକା ଜ୍ୟୋତ୍ସ୍ନା ମୟୀ ଦୀକ୍ଷିତ ଏବଂ ବର୍ଷା ରାଣୀ ବହିଦାର ଯୋଗଦେଇ ସୁନ୍ଦରାକାଣ୍ଡ ସଂଗୀତମୟ ପାରାୟଣ ଗାନ କରିଥିଲେ l ଏହି ଅବସରରେ ଉକ୍ତ ଅଂଚଳରେ ହରିବୋଲ ହୁଳହୁଳିରେ ପ୍ରକମ୍ପିର ହୋଇ ଉଥିବା ସହ ଅଫ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ତଥା ଶ୍ରଦ୍ଧାଳୁ ଯୋଗଦେଇ ଅଧୟତ୍ମିକ ଲାଭ ଉଠାଇଥିବା ଦେଖିବାକୁ ମିଳିଛି l