This browser does not support the video element.
ରେଢାଖୋଲ: କଦମ୍ବ ପଡ଼ିଆରେ ସ୍ବଛତା ସେବା କାର୍ଯ୍ୟକ୍ରମ ଉଦଯାପିତ
Rairakhol, Sambalpur | Oct 2, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର କଦମ୍ବ ପଡ଼ିଆରେ ଗୁରୁବାର ଅପରାହ୍ନ ରେ ସ୍ବଛତା ସେବା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ଅବସରର ସେବା ସପ୍ତାହ ପାଳନ କରାଯାଇଥିଲା । ଗତ ସେପ୍ଟେମ୍ବର ୧୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସେବା ସପ୍ତାହରେ ସାମୁହିକ ସଫେଇ କାର୍ଯ୍ୟକ୍ରମ , ବୃକ୍ଷରୋପଣ, ରକ୍ତଦାନ ଶିବିର ସହ ଅନେକ କାର୍ଯ୍ୟକ୍ରମ କରାଯାଇଥିଲା । ଆଜି ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ରେ ସେବା ସପ୍ତାହ ସମାପ୍ତ ହୋଇଛି ।