Download Now Banner

This browser does not support the video element.

ନୂଆପଡା: ମିନି ଷ୍ଟାଡିୟମରେ ଚାଲିଥିବା ଅଷ୍ଟମ ନୂଆପଡ଼ା କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ

Nuapada, Nuapada | Aug 25, 2025
ଗତ ୨୨ତାରିଖରୁ ନୂଆପଡ଼ା ମିନି ଷ୍ଟାଡିୟମରେ ରେ ଆରମ୍ଭ ହୋଇଥିବା ନୂଆପଡ଼ା କପ୍ ଫୁଟବଲ୍ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।ଆଜି ଅପରାହ୍ନ ଚାରିଟା ସମୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ରେ ନୂଆପଡ଼ା ଏନ୍ ଏ ସି ଦଳ କୋମନା ଦଳକୁ ଭେଟିଥିଲେ।ପେନାଲ୍ଟି ସୁଟ ଆଉଟ୍ ଜରିଆରେ କୋମନା ଦଳ ବିଜୟୀ ହୋଇଥିଲେ।ପୁରସ୍କାର ବିତରଣ ଉତ୍ସବ ରେ ଖଡ଼ିଆଳ ବିଧାୟକ ଅଧୀରାଜ୍ ମୋହନ ପାଣିଗ୍ରାହୀ କଳାହାଣ୍ଡି ର ପୂର୍ବ ସାଂସଦ ବସନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।
Read More News
T & CPrivacy PolicyContact Us