This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ବିଶ୍ରା ଛକ ସ୍ଥିତ ପ୍ରଶାସନିକ ଗେଟ ସମ୍ମୁଖରେ RSP ଅଧିନରେ ଥିବା ତାଳଡିହି ଖଣି କୁ 25 ବର୍ଷିଆ ଲିଜ୍ ଚୁକ୍ତିନାରେ ବିକ୍ଷୋଭ
Raurkela M, Sundargarh | Dec 10, 2024
ଆଜି ମଙ୍ଗଳବାର ଦିନ ୧୧ଟା ୩୦ମିନିଟ ରେ ରାଉରକେଲା ପ୍ରଶାସନିକ ଗେଟ ସମ୍ମୁଖରେ RSP ଅଧିନରେ ଥିବା ତାଳଡିହି ଖଣି କୁ 25 ବର୍ଷିଆ ଲିଜ୍ ଚୁକ୍ତିନାମା କରି ଆଦାନୀ କମ୍ପାନୀ କୁ ଟେକି ଦେବା ବିରୋଧରେ ରାଜ୍ୟବ୍ୟାପୀ ସଂହତି ବିକ୍ଷୋଭ। ଆଜି RSP ପ୍ରଶାସନିକ ଗେଟ୍ ସମ୍ମୁଖରେ ସିଆଇଟିୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ।' ରାଉରକେଲା ଇସ୍ପାତ କାରଖାନା କୁ ଘରୋଇ କରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ପ୍ରଥମ ପର୍ଯ୍ୟାୟରେ ତାଳଡ଼ିହି ଲୌହ ଖଣିକୁ ଆଦାନୀ କୁ ୨୫ ବର୍ଷ ପାଇ ଲିଜ୍ ଦିଆ ଯାଇଛି।' ଏପରି ଅଭିଯୋଗ କରିଛନ୍ତି ସିଟୁ ର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି। ଆଜି ବିର୍ସା ଛକ ଠ