Download Now Banner

This browser does not support the video element.

ବରଗଡ: ଆସନ୍ତାକାଲି ସକାଳ 8 ଟାରୁ ଦିବା 1 ଟା ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ରହିବ

Bargarh, Bargarh (Baragarh) | Sep 3, 2025
ବରଗଡ଼ ସହର ର ବିଭିନ୍ନ ଏରିଆରେ ବିଦ୍ୟୁତ କାଟକୁ ନେଇ ମଙ୍ଗଳବାର ବୁଧବାର 3 ଘଣ୍ଟା ସମୟରେ ଜରୁରୀ ସୂଚନା ପ୍ରଦାନ କଲା ବିଦ୍ୟୁତ ବିଭାଗ | ବରଗଡ଼ ସହରର ବିଦ୍ୟୁତ କାର୍ଯ୍ୟର ରାକ୍ଷଣା ଭେକ୍ଷଣ ପାଇଁ ଆସନ୍ତାକାଲି ସକାଲ 8 ଘଣ୍ଟା ସମୟରୁ ମଧ୍ୟାହ୍ନ 1 ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ବୋଲି ଆଜି ଜରୁରୀ ସୂଚନା ଦିଆଯାଇଛି l ତେବେ Chandan Nagar, Supriya Marg, Coxial area, SL Sharma Lane, Nigamananda vihar, Nadipada, Anand Dham, Law collage area, Ashakiran area, Matruvihar area, SS Green hood ଏରିଆ ପ୍ରଭାବିତହେବାର ସୂଚନା ଦିଆଯାଇଛି
Read More News
T & CPrivacy PolicyContact Us