Download Now Banner

This browser does not support the video element.

ସୁକିନ୍ଦା: ଜାମୁପଶି ରାସ୍ତାରେ ବାଇକ ଦୁର୍ଘଟଣାରେ ଶ୍ରମିକ ଗୁରୁତର କଟକ ସ୍ଥାନାନ୍ତର

Sukinda, Jajpur | Sep 4, 2025
ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍ଗରକୋଟା ପଞ୍ଚାୟତ ଅଧିନସ୍ଥ ଆମ୍ପୋର ଗ୍ରାମର ବାସିନ୍ଦା ପ୍ରସାନ୍ତ ପଣ୍ଡା ବାଇକ ଯୋଗେ କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ଏକ ଘରୋଇ ପ୍ଲାଣ୍ଟକୁ ଡ୍ୟୁଟି କରିବା ପାଇଁ ଯାଉଥିବା ବେଳେ ଜାମୁପଶି ରାସ୍ତାରେ ବାଇକ ଭାରଶ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ହୋଇ ଯାଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
Read More News
T & CPrivacy PolicyContact Us